
Suneli
RomanticDancesun
ସୁନେଲି ସୁନେଲି ଖରା ତୋ ମୁହଁ ସାରା କେବେ ଦିସୁ ଗୋଲାପି ତୁ କେବେ ଦିସୁ ଗୋରା ତୋ ଓଠରୁ ଝରି ପଡ଼େ ହସ ଚୁନା ଚୁନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ମୋତେ ତ ଉଡ଼େଇ ନିଏ ପବନ ଝୁଲଣା ଫୁଲତ ପିନ୍ଧେଇ ଦିଏ ମୋ ଦେହେ ଗହଣା ତୁମେ ମୋର ପାଖେ ଥିଲେ କିଛି ମୁଁ ଚାହେଁନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ଯେତେ ମୁଁ ଜାଣିଛି ତତେ ସେତିକି ଟାଣୁଛୁ ମୋତେ ହାତରେ ଧରିଛୁ ସତେ ରେଶମୀ ଡୋରି ଦୋଷ ନୁହେଁଁ ଏକା ମୋର ତୁମେ ବି ତ ଯାଦୁଗର ତୁମେ ତ କରିଛ ମୋତେ ମୋ ପାଖୁ ଚୋରି ସବୁ କିଛି ଉଠେ ଜୀଇଁ, ତୁମେ ଦେଲେ ଛୁଇଁ ପତର ସବୁଜ ହୁଏ, ଭରି ଯାଏ ନଈ ବନେ ବନେ ନାଚି ଯାଏ, ମୋ ମନ ମଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ଫୁଲର ଖବର ନେଇ ପବନ ଯାଉଛି ବହି ତ ମନର ମହୁ ମାଛି ଡାକିବା ପାଇଁ ମୁଁ ବି ବସିଛି ଏଠି ତୋ ଚାହାଣି ଚୋରା ଚିଠି ମୋ ଦୁଇ ହାତରେ ଧରି ପଢ଼ିବା ପାଇଁ ତୁମେ ଦେଲେ ଛୁଇଁ ଲାଗେ, ଭଲ ଖାଲି ଭଲ କଥା କହେ ଫୁଲ ଗଛ, ହସି ଦିଏ ଫୁଲ ଖାଲି ଖାଲି ଲାଗେ ଏଠି, ସବୁ ତୁମ ବିନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା ତୋ ଆଖି ମୋ ଆଇନା